ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିକୃତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିକୃତି   ବିଶେଷ୍ୟ

ଅର୍ଥ : ଅନ୍ୟର ଆକାର କିମ୍ବା ପ୍ରକାରର ଅନୁସାରେ ତିଆରି ହୋଇଥିବା ବସ୍ତୁ

ଉଦାହରଣ : ଔରଙ୍ଗାବାଦଙ୍କ ସ୍ତ୍ରୀଙ୍କ କବରଗୃହ ତାଜମହଲର ପ୍ରତିରୂପ

ସମକକ୍ଷ : ଅନୁକୃତି, ନକଲ, ପ୍ରତିରୂପ

किसी दूसरे के आकार या प्रकार के अनुसार तैयार की हुई वस्तु।

औरंगाबाद का बीबी का मकबरा ताजमहल की अनुकृति है।
अनुकृति, नकल, नक़ल, प्रतिकृति, प्रतिरूप

ଅର୍ଥ : ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି

ଉଦାହରଣ : କଳାନିକେତନରେ ମକୱୁଲ୍‌ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି

ସମକକ୍ଷ : ଆଲେଖ୍ୟ, ଚିତ୍ର, ଛବି

रेखाओं या रंगों आदि से बनी हुई किसी वस्तु आदि की आकृति।

कलानिकेतन में मक़बूल फ़िदा हुसैन के चित्रों की प्रदर्शनी लगी हुई है।
आलेख्य, चित्र, तसवीर, तस्वीर

Graphic art consisting of an artistic composition made by applying paints to a surface.

A small painting by Picasso.
He bought the painting as an investment.
His pictures hang in the Louvre.
painting, picture