ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫଟୋ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫଟୋ   ବିଶେଷ୍ୟ

ଅର୍ଥ : ଦୂରଦର୍ଶନ ପ୍ରସାରଣର ଦୃଶ୍ୟଭାଗ

ଉଦାହରଣ : ଟିଭିରେ କେବଳ ଶବ୍ଦ ଆସୁଛି କିନ୍ତୁ ଚିତ୍ର ଦେଖାଯାଉନାହିଁ

ସମକକ୍ଷ : ଚିତ୍ର, ଛବି, ପିକଚର, ଭିଡିଓ

दूरदर्शन प्रसारण का दृश्य भाग।

टीवी में सिर्फ़ आवाज़ आ रही है पर विडियो नहीं दिखाई पड़ रहा है।
चित्र, छवि, तसवीर, तस्वीर, पिक्चर, विडियो

The visible part of a television transmission.

They could still receive the sound but the picture was gone.
picture, video

ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି

ଉଦାହରଣ : ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି

ସମକକ୍ଷ : ଚିତ୍ର, ଚିତ୍ରପଟ

किसी व्यक्ति की ज्यों-की-त्यों तैयार की हुई प्रतिकृति।

उसने अपने कमरे में महापुरुषों की फोटो लगा रखी है।
अक्स, चित्र, छबि, छवि, तसवीर, तस्वीर, फ़ोटो, फोटो

A visual representation (of an object or scene or person or abstraction) produced on a surface.

They showed us the pictures of their wedding.
A movie is a series of images projected so rapidly that the eye integrates them.
icon, ikon, image, picture

ଅର୍ଥ : କ୍ୟାମେରାରୁ ବାହାର କରାଯାଇଥିବା ଚିତ୍ର

ଉଦାହରଣ : ଏହି ଆବେଦନପତ୍ର ଉପରେ ଆପଣଙ୍କର ଏକ ଫଟୋ ବି ଲଗାନ୍ତୁ

ସମକକ୍ଷ : ଛାୟାଚିତ୍ର

किसी वस्तु, व्यक्ति आदि का फोटोकैमरे से निकाला हुआ चित्र।

इस आवेदनपत्र पर अपना एक फोटो भी चिपका दीजिए।
छबि, छवि, छाया चित्र, छाया-चित्र, छायाचित्र, फ़ोटो, फ़ोटोग्राफ़, फोटो, फोटो चित्र, फोटोग्राफ

ଅର୍ଥ : ଦେବତାଙ୍କ ପଦରୁ ତିଆରି ହୋଇଥିବା ଚିହ୍ନ ଯାହାର ପୂଜା କରା ଯାଇଥାଏ

ଉଦାହରଣ : ଏହି ପୂଜାଘରେ ଅଧିକାଂଶ ଦେବତାଙ୍କ ପଦକ ତିଆରି ହୋଇଅଛି

ସମକକ୍ଷ : ପଦକ, ପାଦୁକା

देवी-देवताओं के पैरों के बनाये हुए वे चिह्न जिनकी पूजा की जाती है।

इस पूजाघर में अधिकांश देवताओं के पदक बने हुए हैं।
पदक