ଅର୍ଥ : ଜମିବା ବା ଜମାଇବାର କ୍ରିୟା ବା ଭାବ
ଉଦାହରଣ :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
ସମକକ୍ଷ : ଜମିବା
ଅର୍ଥ : ଭେଟିବା ଉଦ୍ଦେଶ୍ୟରେ କାହା ଘରକୁ ଯିବାର କାମ
ଉଦାହରଣ :
ଲୋକଙ୍କ ଘରେ ବସିବାରେ ପୂରାଦିନ ବିତିଗଲା
ଅର୍ଥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
ଉଦାହରଣ :
ରଜତ ବସ୍ରେ ଚଢ଼ିଲା
ସମକକ୍ଷ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢ଼ିବା
ଅର୍ଥ : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
ଉଦାହରଣ :
ଅତିଥି ବୈଠକଖାନାରେ ବସିଛନ୍ତି
ସମକକ୍ଷ : ଆସନ ଗ୍ରହଣ କରିବା, ଆସୀନ ହେବା, ବିରାଜ କରିବା
ଅର୍ଥ : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
ଉଦାହରଣ :
ଛାତ ସିଢ଼ିରେ ଶିଉଳି ଜମିଛି
ସମକକ୍ଷ : ଜମିବା