ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସୀନ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସୀନ ହେବା   କ୍ରିୟାପଦ

ଅର୍ଥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା

ଉଦାହରଣ : ରଜତ ବସ୍‌ରେ ଚଢ଼ିଲା

ସମକକ୍ଷ : ଅବସ୍ଥାନ କରିବା, ଆରୋହଣ କରିବା, ଚଢ଼ିବା, ବସିବା

कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।

रजत बस पर चढ़ा।
अरोहना, आरोहित होना, चढ़ना, बैठना, सवार होना, सवारी करना

Get up on the back of.

Mount a horse.
bestride, climb on, get on, hop on, jump on, mount, mount up

ଅର୍ଥ : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ

ଉଦାହରଣ : ଅତିଥି ବୈଠକଖାନାରେ ବସିଛନ୍ତି

ସମକକ୍ଷ : ଆସନ ଗ୍ରହଣ କରିବା, ବସିବା, ବିରାଜ କରିବା

शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।

मेहमान बैठकखाने में बैठे हैं।
आसन ग्रहण करना, आसन लेना, आसीन होना, तशरीफ रखना, तशरीफ़ रखना, बिराजना, बैठना, विराजना

Be seated.

sit, sit down