ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବସ୍ଥାନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବସ୍ଥାନ କରିବା   କ୍ରିୟାପଦ

ଅର୍ଥ : ସୀମାଉପରେ ଅବସ୍ଥିତ ହେବା ବା ରହିବା

ଉଦାହରଣ : ନେପାଳ ଭାରତର ସୀମାରେ ଅବସ୍ଥିତ

ସମକକ୍ଷ : ଅବସ୍ଥିତ ହେବା, ସ୍ଥିତ ହେବା

* सीमा पर स्थित होना या लगे होना।

नेपाल भारत की सीमा पर है।
किनारे पर होना, सरहद पर होना, सीमा पर होना

Lie adjacent to another or share a boundary.

Canada adjoins the U.S..
England marches with Scotland.
abut, adjoin, border, butt, butt against, butt on, edge, march

ଅର୍ଥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା

ଉଦାହରଣ : ରଜତ ବସ୍‌ରେ ଚଢ଼ିଲା

ସମକକ୍ଷ : ଆରୋହଣ କରିବା, ଆସୀନ ହେବା, ଚଢ଼ିବା, ବସିବା

कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।

रजत बस पर चढ़ा।
अरोहना, आरोहित होना, चढ़ना, बैठना, सवार होना, सवारी करना

Get up on the back of.

Mount a horse.
bestride, climb on, get on, hop on, jump on, mount, mount up

ଅର୍ଥ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା

ଉଦାହରଣ : ହିମାଳୟ ଭାରତର ଉତ୍ତରରେ

ସମକକ୍ଷ : ଅବସ୍ଥିତ ହେବା, ରହିବା

कहीं स्थित होना या एक निश्चित स्थिति में होना।

हिमालय भारत के उत्तर में है।
स्थित होना, होना

Be located or situated somewhere. Occupy a certain position.

lie