ଅର୍ଥ : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ
ଉଦାହରଣ :
ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି
ସମକକ୍ଷ : ଚେହେରା, ମୁଖମଣ୍ଡଳ, ମୁଖାଭିବ୍ୟକ୍ତି
ଅର୍ଥ : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ
ଉଦାହରଣ :
ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ
ସମକକ୍ଷ : ଭାବ
ଅର୍ଥ : ଚେହେରା ବା ମୁଁହର ଆକୃତିରୁ ପ୍ରକଟ ହେଉଥିବା ମନର ଭାବ
ଉଦାହରଣ :
ବାପାଙ୍କ ଚେହେରା ଦେଖି ମୁଁ ଭୟଭୀତ ହୋଇଗଲି
ସମକକ୍ଷ : ଚେହେରା, ଦୃଷ୍ଟିଭଙ୍ଗୀ, ମନୋବୃତ୍ତି