ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ଥିରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ଥିରତା   ବିଶେଷ୍ୟ

ଅର୍ଥ : ଗତିଶୀଳ ହେବାର ଅବସ୍ଥା ବା ଭାବ

ଉଦାହରଣ : ବର୍ଷା ସମୟରେ ନଦୀମାନଙ୍କର ଗତିଶୀଳତା ଦେଖିବା ଯୋଗ୍ୟ ଜୀବନର ଗତିଶୀଳତାର ଶେଷ ହିଁ ମୃତ୍ୟୁ

ସମକକ୍ଷ : ଗତିଶୀଳତା, ଚଞ୍ଚଳତା, ଚଳମାନତା

गतिशील होने की अवस्था या भाव।

बरसात के समय में नदियों की गतिशीलता देखते ही बनती है।
जीवन की गतिशीलता का अंत मृत्यु है।
अस्थिति, अस्थिरता, अस्थैर्य, गतिकता, गतिशीलता, गत्वरता, चंचलता, चंचलाहट, चलायमानता, रवानी, विचलता, संचलता

The quality of moving freely.

mobility

ଅର୍ଥ : ଭୟ, ଚିନ୍ତାଆଦି କାରଣରୁ ମସ୍ତିଷ୍କର ଶିରା ପ୍ରଶିରାରେ ଅସ୍ଥିରତାର କ୍ରିୟା ଯାହାଦ୍ୱାରା ଚିନ୍ତା ବଢ଼ିଯାଏ

ଉଦାହରଣ : ମାନସିକ ଅସ୍ଥିରତା କାରଣରୁ ତାର ଦେହ ଖରାପ ହୋଇଗଲା

ସମକକ୍ଷ : ଅଶାନ୍ତି, ଚିନ୍ତା

भय, चिंता आदि के कारण मस्तिष्क की नसों के तन जाने की क्रिया जिससे विकलता बढ़ जाती है।

मानसिक तनाव के कारण वह बीमार पड़ गया।
टेंशन, टेन्शन, तनाव, स्ट्रेस

(psychology) a state of mental or emotional strain or suspense.

He suffered from fatigue and emotional tension.
Stress is a vasoconstrictor.
stress, tenseness, tension

ଅର୍ଥ : ଦ୍ୱିଧାଯୁକ୍ତ ଅବସ୍ଥା ବା ଭାବ

ଉଦାହରଣ : ଦ୍ୱିଧାରେ କୌଣସି କାମ ଠିକ ଭାବେ ହୁଏ ନାହିଁ

ସମକକ୍ଷ : ଆନ୍ଦୋଳନ, ଚଞ୍ଚଳତା, ଦ୍ୱିଧା

डाँवाडोल होने की अवस्था या भाव।

डाँवाडोली में कोई भी काम ठीक से नहीं होता।
डाँवाँडोली, डाँवाडोली

ଅର୍ଥ : ଆତୁର ହେବାର ଅବସ୍ଥା

ଉଦାହରଣ : ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା

ସମକକ୍ଷ : ଆତୁରତା, ଉତ୍‌କଣ୍ଠା, ବ୍ୟଗ୍ରତା

A lack of patience. Irritation with anything that causes delay.

impatience, restlessness

ଅର୍ଥ : କୌଣସି ଅପ୍ରିୟ ବା ଅନିଷ୍ଟ ଘଟଣା କାରଣରୁ ମନରେ ଜନ୍ମ ହେଉଥିବା ବିକାର

ଉଦାହରଣ : ବିକ୍ଷୋଭ କେତେ ପ୍ରକାର ହୋଇଥାଏ

ସମକକ୍ଷ : ଆନ୍ଦୋଳନ, ଆଲୋଡ଼ନ, ଉଦବେଳନ, ବିକ୍ଷୋଭ

किसी अप्रिय या अनिष्ट घटना के कारण मन में होने वाला विकार।

विक्षोभ के कई प्रकार हैं।
विक्षोभ

The feeling of being agitated. Not calm.

agitation

ଅର୍ଥ : ଅସ୍ଥିର ହେବାର ଅବସ୍ଥା ବା ଭାବ ଯେଉଁଥିରେ ଅବ୍ୟବସ୍ଥା ନିହିତ

ଉଦାହରଣ : ଆତଙ୍କବାଦୀ କାରଣରୁ କାଶ୍ମୀରରେ ଅସ୍ଥିରତା ଦେଖାଦେଇଛି

ସମକକ୍ଷ : ଅନିଶ୍ଚିତତା, ଅବ୍ୟବସ୍ଥା

अस्थिर होने की अवस्था या भाव या जिसमें उतार-चढ़ाव या उथल-पुथल हो।

आतंकवादियों के कारण कश्मीर में अस्थिरता बनी हुई है।
अस्थिरता