ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଗ୍ରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଗ୍ରତା   ବିଶେଷ୍ୟ

ଅର୍ଥ : ଆତୁର ହେବାର ଅବସ୍ଥା

ଉଦାହରଣ : ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା

ସମକକ୍ଷ : ଅସ୍ଥିରତା, ଆତୁରତା, ଉତ୍‌କଣ୍ଠା

A lack of patience. Irritation with anything that causes delay.

impatience, restlessness

ଅର୍ଥ : ଚିତ୍ତର ଅସ୍ଥିର ହେବା ଭାବ

ଉଦାହରଣ : ବ୍ୟଗ୍ରତା କାରଣରୁ ମୁଁ ଠିକ୍‌ ନିର୍ଣ୍ଣୟ ନେଇପାରୁ ନାହିଁ

ସମକକ୍ଷ : ଅସ୍ଥିରଚିତ୍ତତା, ଉଦ୍‌ବିଗ୍ନତା, ଚଞ୍ଚଳତା

चित्त के अस्थिर होने का भाव।

व्यग्रता के कारण मैं सही निर्णय नहीं ले पा रहा हूँ।
अभिनिविष्टता, अशांतता, अस्थिरचित्तता, उद्विग्नता, चलचित्ता, व्यग्रता

Feelings of anxiety that make you tense and irritable.

disquietude, edginess, inquietude, uneasiness