ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱିଧା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱିଧା   ବିଶେଷ୍ୟ

ଅର୍ଥ : ଏପରି ଜ୍ଞାନ ଯେଉଁଥିରେ ସମ୍ପୂର୍ଣ୍ଣ ନିଶ୍ଚିତତା ନାହିଁ

ଉଦାହରଣ : ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି

ସମକକ୍ଷ : ଅଭିଶଂକା, ଶଂକା, ସନ୍ଦେହ

ऐसा ज्ञान जिसमें पूरा निश्चय न हो।

मुझे उसकी बात की सच्चाई पर संशय है।
अंदेशा, अन्देशा, अभिशंका, अभिशङ्का, आशंका, आशंसा, आशङ्का, भ्रांति, भ्रान्ति, युतक, विशय, शंका, शक, शङ्का, शुबहा, संदेह, संशय, सन्देह

The state of being unsure of something.

doubt, doubtfulness, dubiety, dubiousness, incertitude, uncertainty

ଅର୍ଥ : ଦ୍ୱିଧାଯୁକ୍ତ ଅବସ୍ଥା ବା ଭାବ

ଉଦାହରଣ : ଦ୍ୱିଧାରେ କୌଣସି କାମ ଠିକ ଭାବେ ହୁଏ ନାହିଁ

ସମକକ୍ଷ : ଅସ୍ଥିରତା, ଆନ୍ଦୋଳନ, ଚଞ୍ଚଳତା

डाँवाडोल होने की अवस्था या भाव।

डाँवाडोली में कोई भी काम ठीक से नहीं होता।
डाँवाँडोली, डाँवाडोली

ଅର୍ଥ : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା

ଉଦାହରଣ : ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି

ସମକକ୍ଷ : ଆଗପଛ ଭାବିବା, ସଙ୍କୋଚ

कोई काम करने से पहले मन में होनेवाली हलकी रुकावट।

दीपा को यह उपहार देने में मुझे हिचक हो रही है।
दीपा को यह उपहार देने से पहले मैं आगा-पीछा कर रहा था।
अकधक, आगपीछ, आगा-पीछा, आगापीछा, झिझक, व्रीड़ा, संकोच, हिचक, हिचकिचाहट

A feeling of diffidence and indecision about doing something.

hesitance, hesitancy

ଅର୍ଥ : ହଁ ବା ନାଁର ସ୍ଥିତି

ଉଦାହରଣ : ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ

ସମକକ୍ଷ : ଦ୍ୱନ୍ଦ

State of uncertainty or perplexity especially as requiring a choice between equally unfavorable options.

dilemma, quandary

ଦ୍ୱିଧା   କ୍ରିୟାପଦ

ଅର୍ଥ : ଆଶଙ୍କା, ଅନୌଚିତ୍ୟ ଭାବ, ଅସମର୍ଥତାଆଦି କାରଣରୁ କୌଣସି କାମ କରିବା ପୂର୍ବରୁ କିଛି ସମୟ ଅଟକିବା

ଉଦାହରଣ : କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଦ୍ୱିଧାରେ ଥିଲା

ସମକକ୍ଷ : ଦୋଦୋପାଞ୍ଚ

कोई काम करने से पहले आशंका, अनौचित्य, असमर्थता आदि की वजह से कुछ देर रुकना।

कुछ प्रश्नों के उत्तर देते समय वह हिचक रहा था।
अटपटाना, झिझकना, ठिठकना, संकोच करना, सकुचना, सकुचाना, हिचकना, हिचकिचाना