ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତଲୱାର ଚଳାଇବାର କୌଶଳ
ଉଦାହରଣ : ତଲୱାରର ବତିଶ ଘର
ସମକକ୍ଷ : ହାତ
तलवार चलाने का ढंग।
ଅର୍ଥ : ଚେସ ଖେଳରେ ଗୋଟି ଚଳାଇବାପାଇଁ କାଗଜ, କାଠଆଦି ଉପରେ ତିଆରି ହୋଇଥିବା ବିଭାଗ
ଉଦାହରଣ : ସେ ଚେସ୍ର ମୋହରକୁ ଆଗ ଘରେ ରଖିଲା
ସମକକ୍ଷ : ଗୋଟି ଘର
गोटीवाले खेल में गोटी चलने के लिए क़ागज़, लकड़ी आदि के ऊपर बना हुआ विभाग।
Any artifact having a shape similar to a plane geometric figure with four equal sides and four right angles.
ଅର୍ଥ : ରୋଗଆଦିର ମୂଳ କାରଣ
ଉଦାହରଣ : କାଶ ହେଉଛି ରୋଗର ଘର
रोग आदि का मूल कारण।
ଅର୍ଥ : ଯେଉଁସ୍ଥାନସହ କେହି ଭଲଭାବରେ ପରିଚିତ
ଉଦାହରଣ : ଆହ୍ଲାବାଦ ମୋପାଇଁ ଘର
वह स्थान जिससे कोई भली-भाँति परिचित हो।
ଅର୍ଥ : କେହି ରହୁଥିବା ସ୍ଥାନ
ଉଦାହରଣ : ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
ସମକକ୍ଷ : ଆବାସ, ନିବାସ, ବାସ, ବାସସ୍ଥାନ
वह स्थान जहाँ कोई रहता हो।
Housing that someone is living in.
ଅର୍ଥ : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
ଉଦାହରଣ : ଏହି ଘରେ ପାଞ୍ଚଟି କୋଠରୀ ଅଛି ନାରୀ ନିକେତନରେ ବିଧବା ମଙ୍ଗଳା ରହେ
ସମକକ୍ଷ : ଗୃହ, ନିକେତନ, ସଦନ
मनुष्यों द्वारा छाया हुआ वह स्थान, जो दीवारों से घेरकर रहने के लिए बनाया जाता है।
A dwelling that serves as living quarters for one or more families.
ସଂସ୍ଥାପନ କରନ୍ତୁ