ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସ   ବିଶେଷ୍ୟ

ଅର୍ଥ : କେହି ରହୁଥିବା ସ୍ଥାନ

ଉଦାହରଣ : ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ

ସମକକ୍ଷ : ଆବାସ, ଘର, ନିବାସ, ବାସସ୍ଥାନ

वह स्थान जहाँ कोई रहता हो।

स्वच्छ और हवादार आवास स्वास्थ्य के लिए लाभदायक होता है।
यह पेड़ ही इन पक्षियों का बसेरा है।
कई लोग ऐसे हैं जिनके पास छत नहीं है।
अधिवास, अधिष्ठान, अबास, अवसथ, अवस्थान, अवस्थापन, आगार, आवास, आस्थिति, आस्पद, गरीबखाना, गेह, घर, छत, निवास, निवास स्थान, निवास-स्थान, पुर, मसकन, रहाइश, रहायश, रिहाइश, रिहायश, रैन बसेरा, वास

Housing that someone is living in.

He built a modest dwelling near the pond.
They raise money to provide homes for the homeless.
abode, domicile, dwelling, dwelling house, habitation, home

ଅର୍ଥ : ଗୋଟିଏ ପ୍ରକାରର କଣ୍ଟିଆ ପକ୍ଷୀଯୁକ୍ତ ମାଛ ସମୁଦ୍ର ଓ ମଧୁର ଜଳରେ ମିଳେ

ଉଦାହରଣ : ବାସକୁ ଖାଇବା ଲାଗି ଶିକାର କରିଥାନ୍ତି

ସମକକ୍ଷ : ବାଁସ

समुद्री और ताजे जल में पाई जाने वाली एक प्रकार की काँटेदार पक्षोंवाली मछलियों के लिए ग़ैरतकनीकी नाम।

बेस का शिकार खाने के लिए किया जाता है।
बेस, बैस

ଅର୍ଥ : ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ

ଉଦାହରଣ : ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା

ସମକକ୍ଷ : ଗନ୍ଧ, ମହକ, ସୁଗନ୍ଧ

वायु में मिले हुए किसी वस्तु के सूक्ष्म कणों का प्रसार जिसका ज्ञान या अनुभव नाक से होता है।

जंगल से गुजरते समय जंगली पुष्पों की गंध आ रही थी।
गंध, गन्ध, बास, महक, वास

The sensation that results when olfactory receptors in the nose are stimulated by particular chemicals in gaseous form.

She loved the smell of roses.
odor, odour, olfactory perception, olfactory sensation, smell

ଅର୍ଥ : ରହିବାର କ୍ରିୟା

ଉଦାହରଣ : ବାସ କରିବାପାଇଁ ଏହି ସ୍ଥାନ ଉତ୍ତମ

ସମକକ୍ଷ : ନିବାସ

रहने की क्रिया।

निवास के लिए यह जगह अच्छी है।
निवास, निवासन, रहना, वास

The act of dwelling in a place.

abidance, residence, residency

ଅର୍ଥ : କୌଣସି ପ୍ରାଣୀର ବାସସ୍ଥାନ ହୋଇଥିବା ସ୍ଥାନ ବା କ୍ଷେତ୍ର

ଉଦାହରଣ : ବାଘର ବାସସ୍ଥଳୀ ହେଉଛି ଜଙ୍ଗଲ ଦୟାକରି ଆପଣଙ୍କ ନିବାସ ସ୍ଥଳ ସମ୍ପର୍କରେ କୁହନ୍ତୁ

ସମକକ୍ଷ : ନିବାସ, ନିବାସସ୍ଥଳ, ନିବାସସ୍ଥାନ, ବାସସ୍ଥଳୀ, ବାସସ୍ଥାନ

The native habitat or home of an animal or plant.

habitation