ଅର୍ଥ : ଯେଉଁ ଭବନରେ ବହୁତ ଲୋକ ଦର୍ଶକ ବା ପ୍ରେକ୍ଷକ ରୂପରେ ଉପସ୍ଥିତ ହୋଇପାରିବେ
ଉଦାହରଣ :
ନାଟ୍ୟ ସଦନ ଦର୍ଶକମାନଙ୍କଦ୍ୱାରା ପୂରାପୂରି ଭର୍ତ୍ତି ହୋଇଛି
ଅର୍ଥ : ଯେଉଁ ସ୍ଥାନରେ କୌଣସି ବିଷୟରେ ବିଚାର କରିବା ଅଥବା ନିୟମ, ବିଧାନ ଆଦି ତିଆରି କରାଯାଉଥିବା ସଭାର ଅଧିବେଶନ କରାଯାଏ
ଉଦାହରଣ :
ମନ୍ତ୍ରୀ ଏବେ ଏବେ ସଦନରେ ପ୍ରବେଶ କଲେ
ସମକକ୍ଷ : ଗୃହ
ଅର୍ଥ : କୌଣସି ବିଷୟ ଉପରେ ବିଚାର କରିବା ବା ନିୟମ, ବିଧାନ ଆଦି ତିଆରି କରିବା ପାଇଁ ହେଉଥିବା ସଭା କିମ୍ବା ସେଥିରେ ଉପସ୍ଥିତ ହେଉଥିବା ଲୋକଙ୍କର ସମାହାର
ଉଦାହରଣ :
ସଦନ ଏହି ବିଲ ଆଜି ପାସ କରିବ
ଅର୍ଥ : ସଦନରେ ଉପସ୍ଥିତ ବହୁତ ଲୋକ, ଦର୍ଶକ ବା ପ୍ରେକ୍ଷକମାନଙ୍କର ସମାହାର
ଉଦାହରଣ :
ସଦନ ନୃତ୍ୟାଙ୍ଗନାର ନୃତ୍ୟ ଦେଖିବାରେ ମଗ୍ନ ଥିଲା