ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିବାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିବାସ   ବିଶେଷ୍ୟ

ଅର୍ଥ : କେହି ରହୁଥିବା ସ୍ଥାନ

ଉଦାହରଣ : ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ

ସମକକ୍ଷ : ଆବାସ, ଘର, ବାସ, ବାସସ୍ଥାନ

वह स्थान जहाँ कोई रहता हो।

स्वच्छ और हवादार आवास स्वास्थ्य के लिए लाभदायक होता है।
यह पेड़ ही इन पक्षियों का बसेरा है।
कई लोग ऐसे हैं जिनके पास छत नहीं है।
अधिवास, अधिष्ठान, अबास, अवसथ, अवस्थान, अवस्थापन, आगार, आवास, आस्थिति, आस्पद, गरीबखाना, गेह, घर, छत, निवास, निवास स्थान, निवास-स्थान, पुर, मसकन, रहाइश, रहायश, रिहाइश, रिहायश, रैन बसेरा, वास

Housing that someone is living in.

He built a modest dwelling near the pond.
They raise money to provide homes for the homeless.
abode, domicile, dwelling, dwelling house, habitation, home

ଅର୍ଥ : ରହିବାର କ୍ରିୟା

ଉଦାହରଣ : ବାସ କରିବାପାଇଁ ଏହି ସ୍ଥାନ ଉତ୍ତମ

ସମକକ୍ଷ : ବାସ

रहने की क्रिया।

निवास के लिए यह जगह अच्छी है।
निवास, निवासन, रहना, वास

The act of dwelling in a place.

abidance, residence, residency

ଅର୍ଥ : କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(ଶାସକ ଆଦି) ରହିବା ନିମନ୍ତେ ସରକାରୀ ବା ଆଧିକାରିକ ଭବନ

ଉଦାହରଣ : ରାଜ୍ୟପାଳ ନିବାସ ଏହି ମାର୍ଗରେ ରହିଛି

ସମକକ୍ଷ : ଗୃହ, ଭବନ

किसी महत्त्वपूर्ण व्यक्ति (शासक आदि) के रहने का सरकारी या आधिकारिक भवन।

राज्यपाल निवास इसी मार्ग पर है।
निवास

The official house or establishment of an important person (as a sovereign or president).

He refused to live in the governor's residence.
residence

ଅର୍ଥ : କୌଣସି ପ୍ରାଣୀର ବାସସ୍ଥାନ ହୋଇଥିବା ସ୍ଥାନ ବା କ୍ଷେତ୍ର

ଉଦାହରଣ : ବାଘର ବାସସ୍ଥଳୀ ହେଉଛି ଜଙ୍ଗଲ ଦୟାକରି ଆପଣଙ୍କ ନିବାସ ସ୍ଥଳ ସମ୍ପର୍କରେ କୁହନ୍ତୁ

ସମକକ୍ଷ : ନିବାସସ୍ଥଳ, ନିବାସସ୍ଥାନ, ବାସ, ବାସସ୍ଥଳୀ, ବାସସ୍ଥାନ

The native habitat or home of an animal or plant.

habitation