ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତଲୱାର ଚଳାଇବାର କୌଶଳ
ଉଦାହରଣ : ତଲୱାରର ବତିଶ ଘର
ସମକକ୍ଷ : ଘର
तलवार चलाने का ढंग।
ଅର୍ଥ : ତାସଖେଳରେ ଏକାଥରକେ ପଡ଼ୁଥିବା ଯେଉଁ ତାସ ପତା ତାପରେ ଖେଳରୁ ବାହାର ହୋଇଯାଏ
ଉଦାହରଣ : ମୋର ସାତଥର ହାତ ହୋଇସାରିଲାଣି
ସମକକ୍ଷ : ହତା
ताश के खेल में एक दौर में गिरने वाले पत्ते जो उसके बाद खेल से बाहर हो जाएँ।
ଅର୍ଥ : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
ଉଦାହରଣ : ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
ସମକକ୍ଷ : କର, ହସ୍ତ
कोहनी से पंजे के सिरे तक का भाग।
The (prehensile) extremity of the superior limb.
ଅର୍ଥ : ଚବିଶ ଆଙ୍ଗୁଳିର ଏକ ମାପ ବା କହୁଣୀରୁ ଆରମ୍ଭ କରି ପଞ୍ଝାର ଆଗ ପର୍ଯ୍ୟନ୍ତ ଲମ୍ବର ମାପ
ଉଦାହରଣ : ଦୁଇହାତ ଲମ୍ବର ଏହି ବସ୍ତ୍ର
ସମକକ୍ଷ : ହସ୍ତ
चौबीस अंगुल की एक नाप या कोहनी से पंजे के सिरे तक की लंबाई की नाप।
ଅର୍ଥ : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
ଉଦାହରଣ : ଭୀମଙ୍କ ବାହୁରେ ବହୁତ ବଳ ଥିଲା
ସମକକ୍ଷ : କର, ବାହୁ, ଭୁଜ, ହସ୍ତ
कन्धे से पंजे तक का वह अंग जिससे चीजें पकड़ते और काम करते हैं।
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
ସଂସ୍ଥାପନ କରନ୍ତୁ