ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସ୍ଥାନରେ କୌଣସି ବିଷୟରେ ବିଚାର କରିବା ଅଥବା ନିୟମ, ବିଧାନ ଆଦି ତିଆରି କରାଯାଉଥିବା ସଭାର ଅଧିବେଶନ କରାଯାଏ
ଉଦାହରଣ : ମନ୍ତ୍ରୀ ଏବେ ଏବେ ସଦନରେ ପ୍ରବେଶ କଲେ
ସମକକ୍ଷ : ସଦନ
वह स्थान जिसमें किसी विषय पर विचार करने अथवा नियम, विधान आदि बनाने वाली सभा का अधिवेशन होता हो।
ଅର୍ଥ : କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(ଶାସକ ଆଦି) ରହିବା ନିମନ୍ତେ ସରକାରୀ ବା ଆଧିକାରିକ ଭବନ
ଉଦାହରଣ : ରାଜ୍ୟପାଳ ନିବାସ ଏହି ମାର୍ଗରେ ରହିଛି
ସମକକ୍ଷ : ନିବାସ, ଭବନ
किसी महत्त्वपूर्ण व्यक्ति (शासक आदि) के रहने का सरकारी या आधिकारिक भवन।
The official house or establishment of an important person (as a sovereign or president).
ଅର୍ଥ : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
ଉଦାହରଣ : ଏହି ଘରେ ପାଞ୍ଚଟି କୋଠରୀ ଅଛି ନାରୀ ନିକେତନରେ ବିଧବା ମଙ୍ଗଳା ରହେ
ସମକକ୍ଷ : ଘର, ନିକେତନ, ସଦନ
मनुष्यों द्वारा छाया हुआ वह स्थान, जो दीवारों से घेरकर रहने के लिए बनाया जाता है।
A dwelling that serves as living quarters for one or more families.
ସଂସ୍ଥାପନ କରନ୍ତୁ