ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସସ୍ଥାନ   ବିଶେଷ୍ୟ

ଅର୍ଥ : ରହିବାର ବା ଦୀର୍ଘ ସ୍ଥାୟୀ ହେବାର ସ୍ଥାନ

ଉଦାହରଣ : ଏହି ଜଙ୍ଗଲ ହିଁ ଏହି ଡାକୁମାନଙ୍କର ବାସସ୍ଥାନ

ସମକକ୍ଷ : ଚଟିଘର, ବସା

ठहरने या टिकने की जगह।

यह जंगल ही इन डाकुओं का बसेरा है।
बसेरा

ଅର୍ଥ : କେହି ରହୁଥିବା ସ୍ଥାନ

ଉଦାହରଣ : ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ

ସମକକ୍ଷ : ଆବାସ, ଘର, ନିବାସ, ବାସ

वह स्थान जहाँ कोई रहता हो।

स्वच्छ और हवादार आवास स्वास्थ्य के लिए लाभदायक होता है।
यह पेड़ ही इन पक्षियों का बसेरा है।
कई लोग ऐसे हैं जिनके पास छत नहीं है।
अधिवास, अधिष्ठान, अबास, अवसथ, अवस्थान, अवस्थापन, आगार, आवास, आस्थिति, आस्पद, गरीबखाना, गेह, घर, छत, निवास, निवास स्थान, निवास-स्थान, पुर, मसकन, रहाइश, रहायश, रिहाइश, रिहायश, रैन बसेरा, वास

Housing that someone is living in.

He built a modest dwelling near the pond.
They raise money to provide homes for the homeless.
abode, domicile, dwelling, dwelling house, habitation, home

ଅର୍ଥ : କୌଣସି ବିଶେଷ କାରଣଯୋଗୁଁ ରହିବାର ସ୍ଥାନ

ଉଦାହରଣ : ଏହି ଜାଗା ଭିକାରିମାନଙ୍କ ଆଡ୍ଡା

ସମକକ୍ଷ : ଆଡ୍ଡା, ରହିବାସ୍ଥାନ

किसी विशेष कारणवश रहने या ठहरने की जगह।

यह चौराहा भिखारियों का अड्डा है।
अड्डा, ठिकाना, ठीया, ठीहा, ठेका

A frequently visited place.

hangout, haunt, repair, resort, stamping ground

ଅର୍ଥ : କୌଣସି ପ୍ରାଣୀର ବାସସ୍ଥାନ ହୋଇଥିବା ସ୍ଥାନ ବା କ୍ଷେତ୍ର

ଉଦାହରଣ : ବାଘର ବାସସ୍ଥଳୀ ହେଉଛି ଜଙ୍ଗଲ ଦୟାକରି ଆପଣଙ୍କ ନିବାସ ସ୍ଥଳ ସମ୍ପର୍କରେ କୁହନ୍ତୁ

ସମକକ୍ଷ : ନିବାସ, ନିବାସସ୍ଥଳ, ନିବାସସ୍ଥାନ, ବାସ, ବାସସ୍ଥଳୀ

The native habitat or home of an animal or plant.

habitation