ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉପକରଣଆଦିରେ ଲାଗିଥିବା କାଠର ମୁଠା
ଉଦାହରଣ : କମାର ଖୁରପିରେ ବେଣ୍ଟ ଲଗାଉଥିଲା
ସମକକ୍ଷ : ବେଂଟ
औंजारों आदि में लगी हुई काठ की मूठ।
The appendage to an object that is designed to be held in order to use or move it.
ଅର୍ଥ : ଜଙ୍ଗଲୀ ପଶୁ ଶିକାର କରିବାପାଇଁ ପାଟିତୁଣ୍ଡକରି ଘଉଡ଼ାଇବା କ୍ରିୟା ଯାହାଦ୍ୱାରା ଶିକାର ସହଜରେ କରିହୁଏ
ଉଦାହରଣ : ବେଣ୍ଟ ପରେ ଆଦମଖୋର ବାଘ ମରିଗଲା
जंगली जानवरों का शिकार करने के लिए उन्हें हाँककर ऐसी जगह ले जाने की क्रिया जहाँ से उनका सहजता से शिकार हो सके।
A hunt in which beaters force the game to flee in the direction of the hunter.
ଅର୍ଥ : ଜଙ୍ଗଲି ପଶୁ-ପକ୍ଷୀଙ୍କୁ ମାରିବା କାର୍ଯ୍ୟ
ଉଦାହରଣ : ପ୍ରାଚୀନ କାଳରେ ରାଜା-ମହାରାଜାମାନେ ଶିକାର ନିମନ୍ତେ ଜଙ୍ଗଲ ଯାତ୍ରା କରୁଥିଲେ
ସମକକ୍ଷ : ଆଖେଟ, ପାରିଧି, ମୃଗୟା, ଶିକାର
जङ्गल में पशु-पक्षियों का पीछा कर उन्हें मारने के रूप में अपनाया गया मनोरञ्जन-प्रधान और शौर्य-कौशल प्रदर्शक क्रीडा कार्य।
The work of finding and killing or capturing animals for food or pelts.
ଅର୍ଥ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
ଉଦାହରଣ : ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
ସମକକ୍ଷ : କଡ଼ା
औज़ार आदि का वह भाग जिससे उसे पकड़ते हैं।
ସଂସ୍ଥାପନ କରନ୍ତୁ