ଅର୍ଥ : ହାତୀଦାନ୍ତ ଉପରେ ବସାଯାଉଥିବା ଧାତୁର ଏକ ପୋଲା ଖୋଳ
ଉଦାହରଣ :
କେତେକ ଲୋକ ହାତୀଦାନ୍ତରେ ବଳା ବସାନ୍ତି
ଅର୍ଥ : କଡ଼ା ଆକାରର ଗହଣା
ଉଦାହରଣ :
ବଳା ହାତରେ ପିନ୍ଧାଯାଏ
ଅର୍ଥ : ଏକ ହସ୍ତାଭୂଷଣ
ଉଦାହରଣ :
ମନୋରମା ବଳା ପିନ୍ଧିଛି
ଅର୍ଥ : ଦକ୍ଷ ପ୍ରଜାପତିଙ୍କ ଜଣେ କନ୍ୟା
ଉଦାହରଣ :
ବଳାଙ୍କ ବର୍ଣ୍ଣନା ପୁରାଣରେ ମିଳେ