ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ଉଦାହରଣ : ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
ସମକକ୍ଷ : ଅରିଷ୍ଟ, ଆପଦ, ବିପଦ, ସଂକଟ, ସମସ୍ୟା
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
An unstable situation of extreme danger or difficulty.
ଅର୍ଥ : ଶରୀର କିମ୍ବା ମନକୁ ଦିଆଯାଉଥିବା ବା ହେଉଥିବା ପୀଡ଼ା
ଉଦାହରଣ : ଭାରତକୁ ସ୍ୱାଧୀନ କରିବାପାଇଁ ଦେଶଭକ୍ତମାନଙ୍କୁ ବହୁତ କଷ୍ଟ ସହିବାକୁ ପାଡ଼ିଛି
ସମକକ୍ଷ : ଦୁଃଖ, ଯନ୍ତ୍ରଣା, ଯାତନା
शरीर या मन को दी जानेवाली या होनेवाली पीड़ा।
Extreme distress of body or mind.
ଅର୍ଥ : ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦାହରଣ : ଦୁଃଖ ବେଳେ ଭଗବାନ ମନେ ପଡନ୍ତି ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ସମକକ୍ଷ : ଅସୁଖ, କ୍ଳେଶ, ଦୁଃଖ, ଦୁର୍ଦଶା, ଶୋକ
मन की वह अप्रिय और कष्ट देने वाली अवस्था या बात जिससे छुटकारा पाने की स्वाभाविक प्रवृत्ति होती है।
The state of being sad.
ସଂସ୍ଥାପନ କରନ୍ତୁ