ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯନ୍ତ୍ରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯନ୍ତ୍ରଣା   ବିଶେଷ୍ୟ

ଅର୍ଥ : ଗଣ୍ଠି ସ୍ଥାନରେ ହେଉଥିବା ଯନ୍ତ୍ରଣା

ଉଦାହରଣ : ମୋର ଆଣ୍ଠୁରେ ବିନ୍ଧା ହେଉଛି

ସମକକ୍ଷ : ପୀଡ଼ା, ବିନ୍ଧା

जोड़ों में होनेवाला दर्द।

मेरे घुटनों में मचक हो रही है।
फूटा, मचक

ଅର୍ଥ : ଶରୀର କିମ୍ବା ମନକୁ ଦିଆଯାଉଥିବା ବା ହେଉଥିବା ପୀଡ଼ା

ଉଦାହରଣ : ଭାରତକୁ ସ୍ୱାଧୀନ କରିବାପାଇଁ ଦେଶଭକ୍ତମାନଙ୍କୁ ବହୁତ କଷ୍ଟ ସହିବାକୁ ପାଡ଼ିଛି

ସମକକ୍ଷ : କଷ୍ଟ, ଦୁଃଖ, ଯାତନା

शरीर या मन को दी जानेवाली या होनेवाली पीड़ा।

भारत को आज़ाद कराने के लिए देशभक्तों को बहुत कष्ट सहने पड़े।
अमीव, अमीवा, आश्रव, कष्ट, दुख, मशक्कत, यंत्रणा, यातना, रुज

Extreme distress of body or mind.

anguish

ଅର୍ଥ : ରହିରହି ହେଉଥିବା କଷ୍ଟ

ଉଦାହରଣ : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ

ସମକକ୍ଷ : ଦରଜ, ପୀଡ଼ା

रह-रहकर उठनेवाला दर्द।

लगता है टीस से मेरी जान ही निकल जाएगी।
कसक, खलिस, ख़लिस, चबक, चमक, चिक, चिलक, टसक, टीस, ठनक, ररक, हूक

A sudden sharp feeling.

Pangs of regret.
She felt a stab of excitement.
Twinges of conscience.
pang, stab, twinge

ଅର୍ଥ : ଅତ୍ୟନ୍ତ ଦୁଃଖ

ଉଦାହରଣ : ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧା ଆତ୍ମ ସନ୍ତାପକୁ କମ କରେ

ସମକକ୍ଷ : ଅନ୍ତର୍ଦାହ, ମନସ୍ତାପ, ସନ୍ତାପ

अत्यंत दुख।

भगवान के प्रति श्रद्धा आत्म संताप को कम करती है।
दाह, संताप, सन्ताप

Misery resulting from affliction.

suffering, woe