ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ
ଉଦାହରଣ : ରାମଙ୍କର ବନଗମନରେ ସମ୍ପୂର୍ଣ୍ଣ ଅଯୋଧ୍ୟାନଗରୀ ଦୁଃଖରେ ବୁଡ଼ିଗଲା ତାଙ୍କ ମୃତ୍ୟୁରେ ସବୁ ଗଣ୍ୟମାନ୍ୟ ଲୋକମାନେ ଦୁଃଖ ବ୍ୟକ୍ତ କରିଥିଲେ
ସମକକ୍ଷ : ଅବସାଦ, ଶୋକ
प्रिय व्यक्ति की मृत्यु या वियोग के कारण मन में होने वाला परम कष्ट।
An emotion of great sadness associated with loss or bereavement.
ଅର୍ଥ : ଶରୀର କିମ୍ବା ମନକୁ ଦିଆଯାଉଥିବା ବା ହେଉଥିବା ପୀଡ଼ା
ଉଦାହରଣ : ଭାରତକୁ ସ୍ୱାଧୀନ କରିବାପାଇଁ ଦେଶଭକ୍ତମାନଙ୍କୁ ବହୁତ କଷ୍ଟ ସହିବାକୁ ପାଡ଼ିଛି
ସମକକ୍ଷ : କଷ୍ଟ, ଯନ୍ତ୍ରଣା, ଯାତନା
शरीर या मन को दी जानेवाली या होनेवाली पीड़ा।
Extreme distress of body or mind.
ଅର୍ଥ : ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦାହରଣ : ଦୁଃଖ ବେଳେ ଭଗବାନ ମନେ ପଡନ୍ତି ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ସମକକ୍ଷ : ଅସୁଖ, କଷ୍ଟ, କ୍ଳେଶ, ଦୁର୍ଦଶା, ଶୋକ
मन की वह अप्रिय और कष्ट देने वाली अवस्था या बात जिससे छुटकारा पाने की स्वाभाविक प्रवृत्ति होती है।
The state of being sad.
ଅର୍ଥ : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
ଉଦାହରଣ : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
ସମକକ୍ଷ : ଅନୁତାପ, ଅବଶୋଷ, କ୍ଷୋଭ, ଖେଦ, ଗ୍ଲାନି
किसी उचित, आवश्यक या प्रिय बात के न होने पर मन में होनेवाला दुख।
A feeling of deep regret (usually for some misdeed).
ସଂସ୍ଥାପନ କରନ୍ତୁ