ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିପଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିପଦ   ବିଶେଷ୍ୟ

ଅର୍ଥ : ଦୁର୍ଭାଗ୍ୟ ଅବସ୍ଥା ବା ଖରାପ ଦିନ

ଉଦାହରଣ : ତାଙ୍କର ଭାଗ୍ୟ ଆଜିକାଲି ବିପଦରେ ପୂର୍ଣ୍ଣ ହୋଇଛି

ସମକକ୍ଷ : ଦୁର୍ଦ୍ଦଶା, ବିପତ୍ତି

दुर्भाग्य की अवस्था या बुरे दिनों का फेर।

उसके सितारे आजकल गर्दिश में हैं।
गर्दिश

A state of misfortune or affliction.

Debt-ridden farmers struggling with adversity.
A life of hardship.
adversity, hard knocks, hardship

ଅର୍ଥ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ

ଉଦାହରଣ : ସଙ୍କଟବେଳେ ବୁଦ୍ଧି କାମ କରେନାହିଁ

ସମକକ୍ଷ : ଅରିଷ୍ଟ, ଆପଦ, କଷ୍ଟ, ସଂକଟ, ସମସ୍ୟା

किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।

संकट में दिमाग काम करना बंद कर देता है।
अयोग, अरिष्ट, अलफ, अलहन, आँध, आपत्, आपत्ति, आपद, आपदा, आपद्, आफत, आफ़त, आवली, आसेब, कयामत, करवर, कहर, गजब, गज़ब, गर्दिश, ग़ज़ब, बला, मुजायका, मुसीबत, विपत्ति, विपदा, विषम, शामत, संकट, संकीर्ण

An unstable situation of extreme danger or difficulty.

They went bankrupt during the economic crisis.
crisis

ଅର୍ଥ : ସଂକଟ ବା ବିପତ୍ତିର ସମ୍ଭାବ୍ୟ ସ୍ଥିତି

ଉଦାହରଣ : ସେ ନିଜ ଜୀବନକୁ ସଂକଟରେ ପକେଇ ବୁଡ଼ିଯାଉଥିବା ଶିଶୁକୁ ରକ୍ଷା କଲେ

ସମକକ୍ଷ : ସଂକଟ

संकट या विपत्ति की संभावनावाली स्थिति।

उसने अपनी जान जोखिम में डालकर डूबते हुए बच्चे को बचाया।
खतरा, ख़तरा, जोखिम, रिस्क, संकट

The condition of being susceptible to harm or injury.

You are in no danger.
There was widespread danger of disease.
danger

ଅର୍ଥ : କାହାରି ଅଧିକାର ବା ସ୍ୱତ୍ୱ ଉପରେ ହୋଇଥିବା ଆଘାତ ବା ତାହା ଉପରେ ପଡ଼ୁଥିବା ବାଧା

ଉଦାହରଣ : ବିପଦରୁ ବଞ୍ଚିବା ପାଇଁ ସେ ଓକିଲର ସାହାଯ୍ୟ ନେଲେ

ସମକକ୍ଷ : ବ୍ୟାଘାତ

किसी के अधिकार या स्वत्व पर होनेवाला आघात या उस पर पड़ने वाली बाधा।

व्याघात से बचने के लिए उसने वकील का सहारा लिया।
व्याघात