ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ
ଉଦାହରଣ : ରାମଙ୍କର ବନଗମନରେ ସମ୍ପୂର୍ଣ୍ଣ ଅଯୋଧ୍ୟାନଗରୀ ଦୁଃଖରେ ବୁଡ଼ିଗଲା ତାଙ୍କ ମୃତ୍ୟୁରେ ସବୁ ଗଣ୍ୟମାନ୍ୟ ଲୋକମାନେ ଦୁଃଖ ବ୍ୟକ୍ତ କରିଥିଲେ
ସମକକ୍ଷ : ଅବସାଦ, ଦୁଃଖ
प्रिय व्यक्ति की मृत्यु या वियोग के कारण मन में होने वाला परम कष्ट।
An emotion of great sadness associated with loss or bereavement.
ଅର୍ଥ : ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦାହରଣ : ଦୁଃଖ ବେଳେ ଭଗବାନ ମନେ ପଡନ୍ତି ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ସମକକ୍ଷ : ଅସୁଖ, କଷ୍ଟ, କ୍ଳେଶ, ଦୁଃଖ, ଦୁର୍ଦଶା
मन की वह अप्रिय और कष्ट देने वाली अवस्था या बात जिससे छुटकारा पाने की स्वाभाविक प्रवृत्ति होती है।
The state of being sad.
ଅର୍ଥ : କାହାରି ମୃତ୍ୟୁ କାରଣରୁ ହେଉଥିବା ଶୋକ
ଉଦାହରଣ : ଜାତିର ପିତା ଗାନ୍ଧିଜୀଙ୍କ ମୃତ୍ୟୁରେ ସମଗ୍ର ଦେଶ ଶୋକ ପାଳନ କରୁଥିଲା
ସମକକ୍ଷ : ମୃତ୍ୟୁଶୋକ
किसी की मृत्यु के कारण होनेवाला शोक।
The passionate and demonstrative activity of expressing grief.
ସଂସ୍ଥାପନ କରନ୍ତୁ