ଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ଅରିଷ୍ଟ ଦୈତ୍ୟରାଜ ବଳୀର ପୁଅ ଥିଲା
ଅର୍ଥ : କଂସର ସହଯୋଗୀଥିବା ଜଣେ ଦୈତ୍ୟ
ଉଦାହରଣ :
ବୃଷଭାସୁରକୁ କୃଷ୍ଣ ମାରିଥିଲେ
ସମକକ୍ଷ : ଅରିଷ୍ଟାସୁର, ବୃଷଭ, ବୃଷଭାସୁର
ଅର୍ଥ : କଶ୍ୟପ ଋଷିଙ୍କ ପୁତ୍ର
ଉଦାହରଣ :
ବିନିତାଙ୍କ ଗର୍ଭରୁ ଅରିଷ୍ଟନେମୀଙ୍କ ଜନ୍ମ ହୋଇଥିଲା
ସମକକ୍ଷ : ଅରିଷ୍ଟଋଷି, ଅରିଷ୍ଟନେମୀ