ଅର୍ଥ : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
ଉଦାହରଣ :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
ସମକକ୍ଷ : ନକଲକରିବା, ପ୍ରତିରୂପକରିବା
ଅର୍ଥ : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
ଉଦାହରଣ :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
ସମକକ୍ଷ : ତିଆରିକରିବା
ଅର୍ଥ : ପିନ୍ଧା ବସ୍ତୁକୁ ଖୋଲିବା
ଉଦାହରଣ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ସମକକ୍ଷ : ଖୋଲିବା, ବାହାର କରିବା