ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉପର ଆଡ଼କୁ ବିସ୍ତାର ବା ଭୂମିରୁ ନେଇ ଏକଦମ ଉପର ପର୍ଯ୍ୟନ୍ତ ବିସ୍ତାର
ଉଦାହରଣ : କୁତବମୀନାରର ଉଚ୍ଚତା ବହୁତ ଅଧିକ ତା’ର ଉଚ୍ଚତା ମୋ ଭାଇ ସହିତ ସମାନ ତାହାର ପ୍ରସିଦ୍ଧି ଉଚ୍ଚ ସ୍ଥାନରେ ଅଛି
ସମକକ୍ଷ : ଉଚ୍ଚ, ଶୀର୍ଷ
ऊपर की ओर का विस्तार या आधार से लेकर एकदम ऊपर तक का विस्तार या ऊँचा होने की अवस्था या भाव।
The vertical dimension of extension. Distance from the base of something to the top.
ଅର୍ଥ : ସମୁଦ୍ର ସ୍ତର ବା ପୃଥିବୀ ପୃଷ୍ଠରୁ ଉପର ଆଡ଼କୁ ଦୂରତା
ଉଦାହରଣ : ଉଡ଼ାଜାହାଜ ବହୁ ଉଚ୍ଚତାରେ ଉଡ଼ୁଥିଲା
समुद्र स्तर से या पृथ्वी की सतह से ऊपर होने की दूरी।
Elevation especially above sea level or above the earth's surface.