ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚା   ବିଶେଷ୍ୟ

ଅର୍ଥ : ସ୍ଫୀତ ହେବାର ଅବସ୍ଥା

ଉଦାହରଣ : ଭୂପୃଷ୍ଠର ଉପରିଭାଗରେ ଠାଏ ଠାଏ ଉଚ୍ଚା ରହିଛି

उभरे होने की अवस्था।

सतह पर कहीं-कहीं उभार है।
उकसनि, उचनि, उठान, उठाव, उभाड़, उभार

Something that bulges out or is protuberant or projects from its surroundings.

The gun in his pocket made an obvious bulge.
The hump of a camel.
He stood on the rocky prominence.
The occipital protuberance was well developed.
The bony excrescence between its horns.
bulge, bump, excrescence, extrusion, gibbosity, gibbousness, hump, jut, prominence, protrusion, protuberance, swelling

ଉଚ୍ଚା   ବିଶେଷଣ

ଅର୍ଥ : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି

ଉଦାହରଣ : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ

ସମକକ୍ଷ : ଉଚ୍ଚ, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ଉନ୍ନତ, ତୁଙ୍ଗ

बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।

एवरेस्ट हिमालय का सबसे ऊँचा शिखर है।
उसका ललाट ऊँचा है।
मयंक घुटने तक ऊँचा पैंट पहनता है।
अध्यारूढ़, उच्च, उत्तंग, उत्तङ्ग, उत्तुंग, उन्नत, ऊँचा, ऊंचा, ऊर्द्ध्व, ऊर्ध्व, तुंग, तुङ्ग, प्रांशु, प्रोन्नत, बुलंद, बुलन्द, लंबा, लम्बा

ଅର୍ଥ : ସାମାନ୍ୟ ଉପରକୁ ଉଠିଥିବା ବା ଫୁଲିଥିବା

ଉଦାହରଣ : ଜମିର ଢ଼ିପକୁ ଖୋଳି ସମତଳ କରାଗଲା

ସମକକ୍ଷ : ଉଚ୍ଚଯାଗା, ଉଠାଣିଆ, ଢ଼ିପ

सामान्य से उठा या उभरा हुआ।

खेत के उठे भाग को खोदकर समतल किया गया।
अभ्युन्नत, उचौहाँ, उठा, उभड़ा, उभरा, उभाड़दार, उभारदार