ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ଉଦାହରଣ : ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ସମକକ୍ଷ : ପ୍ରଧାନ, ମୁଖ୍ୟ
किसी संगठन का सर्वश्रेष्ठ नेता या प्रधान व्यक्ति।
The highest leaders in an organization (e.g. the commander-in-chief and senior officers of the military).
ଅର୍ଥ : ଯେ ବହୁତ ବଡ଼ ବା ଭଲ
ଉଦାହରଣ : ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ସମକକ୍ଷ : ବଡ଼, ମହାନ୍, ମୂର୍ଦ୍ଧନ୍ୟ
जो बहुत बड़ा या अच्छा हो।
Of major significance or importance.
ଅର୍ଥ : ଯେ ବହୁତ ଭଲ
ଉଦାହରଣ : ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
ସମକକ୍ଷ : ଉତ୍କୃଷ୍ଟ, ଉତ୍ତମ, ପ୍ରକୃଷ୍ଟ, ସବୁଠୁ ଭଲ
जो बहुत अच्छा हो।
Of superior grade.
ଅର୍ଥ : ଯେ ଜାତି, ପଦ, ଗୁଣଆଦିର ଆଗରେ ଅଛି
ଉଦାହରଣ : ଶ୍ୟାମ ଉଚ୍ଚ ଜାତିର
ସମକକ୍ଷ : ଉଚ୍ଚ
जो जाति, पद, गुण आदि में बढ़कर हो।
Superior in rank or accomplishment.
ଅର୍ଥ : ଜ୍ଞାନଆଦି ଦୃଷ୍ଟିରୁ ଯେ ବହୁତ ବଡ଼
ଉଦାହରଣ : ଏହି ସମ୍ମିଳନୀରେ କେତେଜଣ ଶ୍ରେଷ୍ଠବିଦ୍ୱାନ ଭାଗ ନେଉଛନ୍ତି ସେ ସଂସ୍କୃତରେ ମହାପଣ୍ଡିତ
ସମକକ୍ଷ : ବଡ଼, ମହାନ୍
जो ज्ञान आदि की दृष्टि से बहुत बड़ा हो।
ଅର୍ଥ : ଯେ କୌଣସି କ୍ଷେତ୍ରର ମୁଖିଆ
ଉଦାହରଣ : ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ସମକକ୍ଷ : ଅଗ୍ରଗଣ୍ୟ, ଅଗ୍ରଣୀ, ପ୍ରଧାନ, ପ୍ରମୁଖ, ବରିଷ୍ଠ, ମୁଖ୍ୟ
जो किसी भी क्षेत्र का प्रमुख हो।
Ranking above all others.
ସଂସ୍ଥାପନ କରନ୍ତୁ