ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ନତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ନତ   ବିଶେଷଣ

ଅର୍ଥ : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି

ଉଦାହରଣ : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ

ସମକକ୍ଷ : ଉଚ୍ଚ, ଉଚ୍ଚା, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ତୁଙ୍ଗ

बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।

एवरेस्ट हिमालय का सबसे ऊँचा शिखर है।
उसका ललाट ऊँचा है।
मयंक घुटने तक ऊँचा पैंट पहनता है।
अध्यारूढ़, उच्च, उत्तंग, उत्तङ्ग, उत्तुंग, उन्नत, ऊँचा, ऊंचा, ऊर्द्ध्व, ऊर्ध्व, तुंग, तुङ्ग, प्रांशु, प्रोन्नत, बुलंद, बुलन्द, लंबा, लम्बा

ଅର୍ଥ : ଯେ ଅଧିକ ଭଲ

ଉଦାହରଣ : ପଢ଼ାରେ ରାଘବ ମାଧବ ଠାରୁ ଉତ୍ତମ

ସମକକ୍ଷ : ଅଗ୍ରଗଣ୍ୟ, ଅଧିକ, ଉତ୍ତମ, ଉନ୍ନତତର, ବେଶୀ, ଶ୍ରେୟସ୍କର

जो अधिक अच्छा हो।

बाज़ार में कई बेहतर चीज़ें उपलब्ध हैं।
उत्तमतर, उत्तर, बढ़कर, बीस, बेहतर, श्रेष्ठतर, सरस

ଅର୍ଥ : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି

ଉଦାହରଣ : ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର

ସମକକ୍ଷ : ଅଭ୍ୟୁଥିତ, ବିକଶିତ, ସୁବିକଶିତ

जिसका अत्यधिक विकास हुआ हो, विशेष रूप से प्रौद्योगिकी या उद्योग के क्षेत्र में।

अमेरिका एक विकसित राष्ट्र है।
अभ्युत्थित, अभ्युदित, उन्नत, डिवेलप्ड, प्रोन्नत, विकसित, सुविकसित

(used of societies) having high industrial development.

Developed countries.
developed, highly-developed