ଅର୍ଥ : ଉପରସ୍ତରରେ ହେବାର ଅବସ୍ଥା, କ୍ରିୟା ବା ଭାବ
ଉଦାହରଣ :
ସମସ୍ତେ ଶୀର୍ଷରେ ପହଞ୍ଚିବା ନିମନ୍ତେ ଚେଷ୍ଟା କରିବା ଜରୁରୀ
ଅର୍ଥ : ଜ୍ୟାମିତିରେ ଏହି ବିନ୍ଦୁ ଯାହାଉପରେ ଦୁଇଦିଗରୁ ଦୁଇଟି ତେରଛା ରେଖା ଆସି ମିଳିତ ହୋଇଥାନ୍ତି
ଉଦାହରଣ :
ଏହି ତ୍ରିଭୂଜର ଶୀର୍ଷର କୋଣ ୭୦ ଡିଗ୍ରୀ
ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
ଉଦାହରଣ :
ଏହି ମନ୍ଦିରର ଶିଖର ଦେଶରେ ଏକ ଗେରୁଆ ରଙ୍ଗର ପତକା ଉଡ଼ୁଛି ଶ୍ୟାମ ସଫଳତାର ଶିଖରରେ ପହଁଞ୍ଚିଯାଇଛି
ସମକକ୍ଷ : ଶିଖର