ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଯାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଯାନ   ବିଶେଷ୍ୟ

ଅର୍ଥ : ଗୋଟିଏ ବିଶେଷ କାର୍ଯ୍ୟରେ ଯାତ୍ରାର ସୁବିଧା ନେଉଥିବା ଲୋକ ଆଦିଙ୍କ ଗୋଟିଏ ସଂଗଠିତ ଦଳ

ଉଦାହରଣ : ଜହ୍ନକୁ ଗୋଟିଏ ଅଭିଯାନ ଦଳ ଗଲା

ସମକକ୍ଷ : ଅଭିଯାନ ଦଳ

लोगों आदि का एक संगठित दल जो एक विशेष कार्य से यात्रा का बीड़ा उठाया हो।

चंद्रमा पर एक अभियान दल गया है।
अभियान, अभियान दल

An organized group of people undertaking a journey for a particular purpose.

An expedition was sent to explore Mars.
expedition

ଅର୍ଥ : କୌଣସି ମହାନ ଉଦ୍ଦେଶ୍ୟ ସାଧନ କରିବାପାଇଁ ଯିବା ବା ବାହାରିବାର ପ୍ରକ୍ରିୟା

ଉଦାହରଣ : ସରକାର ଲୋକମାନଙ୍କୁ ସାକ୍ଷର କରିବାପାଇଁ ସାକ୍ଷରତା ଅଭିଯାନ ଚଳାଇଛନ୍ତି

ସମକକ୍ଷ : ଯାତ୍ରା

कोई बहुत बड़ा उद्देश्य सिद्ध करने के लिए निकलने या चल पड़ने की क्रिया।

सरकार ने लोगों को साक्षर करने के लिए साक्षरता अभियान चलाया है।
अभियान

A journey organized for a particular purpose.

expedition

ଅର୍ଥ : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା

ଉଦାହରଣ : ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା

ସମକକ୍ଷ : ଆନ୍ଦୋଳନ

कार्यों की एक श्रृंखला जो किसी सिद्धांत को आगे बढ़ाए या किसी विशेष समाप्ति की ओर मोड़ दे या ले जाए।

उसने जनवादी आंदोलन का समर्थन किया।
अभियान, आंदोलन, आन्दोलन, मुहिम

A series of actions advancing a principle or tending toward a particular end.

He supported populist campaigns.
They worked in the cause of world peace.
The team was ready for a drive toward the pennant.
The movement to end slavery.
Contributed to the war effort.
campaign, cause, crusade, drive, effort, movement