ଅର୍ଥ : ଯେଉଁ ସମ୍ବନ୍ଧ କାହାରି ପାଇଁ ନିଅଁ ବା ଆଧାର ସଦୃଶ ବା କାହାରିକୁ ନିବିଡ଼ କରାଏ
ଉଦାହରଣ :
ସେମାନେ ଏକ ବନ୍ଧୁତା ସୂତ୍ରରେ ଆବଦ୍ଧ
ସମକକ୍ଷ : ସୂତ୍ର
ଅର୍ଥ : ସେହି ଅନ୍ତନିର୍ହିତ ମୂଳଭୂତ ପୂର୍ବାନୁମାନ ଯାହା କୌଣସି କଥାର ସ୍ପଷ୍ଟୀକରଣ ନିମନ୍ତେ ଆବଶ୍ୟକ ହୁଏ
ଉଦାହରଣ :
ଆପଣ କେଉଁ ଆଧାରରେ ମୋତେ ଏଭଳି କହୁଛନ୍ତି?
ଅର୍ଥ : କୌଣସି ଦ୍ରବ୍ୟ ପ୍ରସ୍ତୁତିରେ ଆଧାର ରୂପେ ଲୋଡାପଡ଼ୁଥିବା ସାମଗ୍ରୀ
ଉଦାହରଣ :
ଚନ୍ଦନର ତେଲ ଯେ କୌଣସି ଅତର ପାଇଁ ପ୍ରଥମ ଉପାଦାନ
ସମକକ୍ଷ : ପ୍ରଥମ ଉପାଦାନ