ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଡ଼   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଅଚଳ ଅଂଶ

ଉଦାହରଣ : ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା

ସମକକ୍ଷ : ଆଧାର, ପାଦ, ପିଣ୍ଡି

किसी भी वस्तु का निचला हिस्सा।

इस कंप्यूटर का आधार टूट गया है।
इस कुर्सी का एक पैर टूट गया है।
आधार, पैर

The lower part of anything.

Curled up on the foot of the bed.
The foot of the page.
The foot of the list.
The foot of the mountain.
foot

ଅର୍ଥ : ପଲଙ୍କ, ଚୌକିଆଦିର ତଳ ଖୁମ୍ବ ଯାହା ଉପରେ ଭାରଦେଇ ସେଗୁଡ଼ିକର ସ୍ୱରୂପ ଠିଆ ହୋଇରହେ

ଉଦାହରଣ : ଏହି ପଲଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି

ସମକକ୍ଷ : ଖୁରା

पलंग, चौकी, आदि में नीचे के वे छोटे खंभे जिनके सहारे उनका ढाँचा खड़ा रहता है।

इस पलंग का एक पाया टूट गया है।
गोड़ा, पाया, पावा

One of the supports for a piece of furniture.

leg

ଅର୍ଥ : ସେହି ଅଙ୍ଗ ଯାହାଦ୍ୱାରା ପ୍ରାଣୀ ଠିଆ ହୁଏ ବା ଚାଲବୁଲ କରେ

ଉଦାହରଣ : ମୋ ପାଦ ଦରଜ ହୋଇଛି

ସମକକ୍ଷ : ପାଦ

वह अंग जिससे प्राणी खड़े होते और चलते-फिरते हैं।

मेरे पैर में दर्द है।
गोड़, टँगड़ी, टाँग, टांग, नलकिनी, पग, पद, पाँव, पाद, पैर, पौ, लात

A human limb. Commonly used to refer to a whole limb but technically only the part of the limb between the knee and ankle.

leg