ଅର୍ଥ : ଗ୍ରହଣ ଅବା ଧାରଣ କରିବାର କାମ
ଉଦାହରଣ :
ଭଲ ଗୁଣ ସବୁର ଆଶ୍ରୟରେ ମାନବ ଜୀବନ ସଫଳ ହୁଏ
ଅର୍ଥ : ଏଭଳି କୌଣସି ପଦାର୍ଥ ବା ବ୍ୟକ୍ତି ଯାହାଠାରେ କୌଣସି ପ୍ରକାରର ଗୁଣ ବା ବିଶିଷ୍ଟତା ଥାଏ ବା ଯାହା ଆଧାରରେ ଏଇ ଗୁଣ ବା ବିଶିଷ୍ଟତା ନିବାସ କରିଥାଏ
ଉଦାହରଣ :
ସାହିତ୍ୟରେ ଯଦି ନାୟକର ପ୍ରେମ ବର୍ଣ୍ଣନା ହୁଏ ତେବେ ନାୟକକୁ ସେହି ପ୍ରେମର ଆଶ୍ରୟ ଏବଂ ନାୟିକାକୁ ତାହାର ଆଲମ୍ବନ ବୋଲି ଗ୍ରହଣ କରାଯାଏ
ଅର୍ଥ : ଏକ ପ୍ରକାର ଥଣ୍ଡା ଜର
ଉଦାହରଣ :
ତେଜ ଏବଂ କଫର ଆଶ୍ରୟରେ ଗୁଣ-ଧର୍ମରେ ବହୁତ କିଛି ସାମ୍ୟ ଥାଏ