ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରୟସ୍ଥଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରୟସ୍ଥଳ   ବିଶେଷ୍ୟ

ଅର୍ଥ : ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି ରହିଥାଏ

ଉଦାହରଣ : କୌଣସି ଜିନିଷର ମୂଳଦୁଆ ମଜବୁତ୍‌ ହେବା ଦରକାର

ସମକକ୍ଷ : ଅବଲମ୍ବ, ଆଧାର, ଆଲମ୍ବ, ମୂଳଦୁଆ, ମୂଳଭିତ୍ତି

जिस पर कोई दूसरी चीज़ खड़ी या टिकी रहती हो।

किसी भी चीज़ का आधार मज़बूत होना चाहिए।
अधार, अधारी, अधिकरण, अधिष्ठान, अलंब, अलम्ब, अवलंब, अवलम्ब, अवष्टंभ, अवष्टम्भ, आधार, आलंब, आलंबन, आलम्ब, आलम्बन, आश्रय, आसरा, आस्था, जड़, पाया, सहारा

The basis on which something is grounded.

There is little foundation for his objections.
foundation

ଅର୍ଥ : ମନୁଷ୍ୟକୃତ ନିର୍ମାଣ ଯେଉଁଠି ସୁରକ୍ଷାମିଳେ ବା ରହିହୁଏ

ଉଦାହରଣ : ଗତ ରାତିରେ ଜଣେ ଅଜଣା ଲୋକ ଆଶ୍ରୟସ୍ଥଳ ଖୋଜୁଥିଲା

ସମକକ୍ଷ : ଆଶ୍ରୟ-ସ୍ଥଳ

वह मानवकृत संरचना जहाँ किसी को सुरक्षा या शरण मिले।

कल रात एक अजनबी आश्रय-स्थल की तलाश कर रहा था।
आश्रय स्थल, आश्रय-स्थल, पनाहगार, पनाहगाह, शरण स्थल, शरण-स्थल, शरण्य

A structure that provides privacy and protection from danger.

shelter