ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗିନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗିନା   ବିଶେଷ୍ୟ

ଅର୍ଥ : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ

ଉଦାହରଣ : ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି

ସମକକ୍ଷ : ଆଧାର, ପାତ୍ର

वह मानव निर्मित वस्तु जिसमें कुछ रखा जाता है।

वह कुत्ते को मिट्टी के पात्र में दूध पिला रहा है।
आधान, आधार, आस्पद, कंटेनर, कन्टेनर, कोश, कोष, पात्र, शफरुक, संपुट, सम्पुट

Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).

container

ଅର୍ଥ : ଯେଉଁ ବାସନରେ ବଣିଆ ଗହଣା ଆଦି ଧୋଇବାପାଇଁ ପାଣି ରଖିଥାଏ

ଉଦାହରଣ : ବଣିଆ ଭଙ୍ଗା ଗହଣାଗୁଡ଼ିକୁ ଝଳେଇ କରି ଗିନାରେ ପକେଇଦେଲା

वह बरतन जिसमें सुनार गहने आदि धोने के लिए पानी रखते हैं।

सुनार ने टूटे हुए गहने को जोड़ने के बाद पनहरे में डाल दिया।
पनहरा

ଅର୍ଥ : ଛୋଟ ତାଟିଆ

ଉଦାହରଣ : ବିରାଡ଼ି ଗିନାରେ ଥିବା ଦୁଧ ପିଉଛି

ସମକକ୍ଷ : କଟରା, ତାଟିଆ, ବାଟି

छोटा कटोरा।

बिल्ली कटोरी में रखा दूध पी रही है।
कचोरी, कटोरी, खुरिया, बाटी

ଅର୍ଥ : ଛୋଟ ଆଧାର ଏବଂ ଚୌଡ଼ା ଫନ୍ଦ ଥିବା ଏକ ଛୋଟ ପାତ୍ର

ଉଦାହରଣ : ସେ ତାଟିଆରେ ଗଜା ବୁଟ ରଖେ

ସମକକ୍ଷ : ଖୁରୀ, ତାଟିଆ

नीची दीवार और चौड़े पेंदे का एक छोटा बरतन।

उसने कटोरे में अंकुरित चने रखे।
कचोरा, कटोरा, कसोरा, खोरा