ଅର୍ଥ : ଧାତୁ, କାଚ, ମାଟିଆଦିର ଆଧାର ଯେଉଁଥିରେ ଖାଇବା ପିଇବା ଜିନିଷ ରଖାଯାଏ
ଉଦାହରଣ :
ନକ୍ସା କରାଯାଇଥିବା ଧାତୁ ପାତ୍ର ବହୁତ ସୁନ୍ଦର ଲାଗେ
ସମକକ୍ଷ : ବାସନ
ଅର୍ଥ : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
ଉଦାହରଣ :
ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
ସମକକ୍ଷ : ଚରିତ୍ର
ଅର୍ଥ : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
ଉଦାହରଣ :
ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
ସମକକ୍ଷ : ଯୋଗ୍ୟ ବ୍ୟକ୍ତି, ସୁପାତ୍ର