ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭାବ   ବିଶେଷ୍ୟ

ଅର୍ଥ : ଉପଲବ୍ଧ ନହେବାର ଅବସ୍ଥା ବା ଭାବ

ଉଦାହରଣ : ଭଲ ଶବ୍ଦକୋଷର ଅଭାବ ଆଜି ଅନୁଭୂତ ହେଉଛି

ସମକକ୍ଷ : ଅନୁପଲବ୍ଧତା

उपलब्ध न होने की अवस्था या भाव।

अच्छे शब्दकोशों की अनुपलब्धता आज महसूस हो रही है।
अनुपलब्धता

The quality of not being available when needed.

inaccessibility, unavailability

ଅର୍ଥ : ଅଳ୍ପ ହେବାର ଅବସ୍ଥା ବା ଭାବ

ଉଦାହରଣ : ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ

ସମକକ୍ଷ : ଅତ୍ୟଳ୍ପ, ଅଳ୍ପ, କମ୍‌

Lack of an adequate quantity or number.

The inadequacy of unemployment benefits.
deficiency, inadequacy, insufficiency

ଅର୍ଥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ

ଉଦାହରଣ : ଖରାଦିନେ ପାଣି ଅଭାବ ହୁଏ

ସମକକ୍ଷ : ଅଲଭ୍ୟ, ଅସୁଲଭ, କମ୍‌, ଦୁର୍ଲ୍ଲଭ

बहुत कम मात्रा में होने की या दुर्लभ होने की अवस्था या भाव।

गरमी के दिनों में पानी की तंगी होती है।
असुलभता, कमी, क़िल्लत, किल्लत, तंगी, दुर्लभता

The state of needing something that is absent or unavailable.

There is a serious lack of insight into the problem.
Water is the critical deficiency in desert regions.
For want of a nail the shoe was lost.
deficiency, lack, want

ଅର୍ଥ : ଗରିବ କିମ୍ବା ନିର୍ଧନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ ଗରିବର ଅବସ୍ଥା ଏପରି ଯେ ରାତିର ଖୋଲା ଆକାଶର ତାରା ଦେଖିଦେଖି ତାକୁ ଦିନ ବିତାଇବାକୁ ପଡ଼େ

ସମକକ୍ଷ : ଦରିଦ୍ରତା, ଦୈନ୍ୟ, ନିଅଣ୍ଟ, ନିର୍ଦ୍ଧନତା

गरीब या निर्धन होने की अवस्था या भाव।

गरीबी सबको सालती है।
गरीबी का यह आलम है कि रातें खुले आसमान के नीचे तारों को गिन-गिनकर काटनी पड़ती हैं।
अकिंचनता, अनैश्वर्य, अभाव, अभूति, अवित्ति, कंगालपन, कंगाली, कालकर्णिका, क्षुद्रता, गरीबी, ग़रीबी, तंगदस्ती, तंगहाली, दरिद्रता, दरिद्राण, दारिद्र्य, दीनता, दैन्य, निर्धनता, फकीरी, फ़क़ीरी, बेकसी, मिसकीनता, मिसकीनी, मुफलिसी, मुफ़लिसी, रंकता, विधनता, विपन्नता

The state of having little or no money and few or no material possessions.

impoverishment, poorness, poverty

ଅର୍ଥ : ଅଭାବଗ୍ରସ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ଦାରିଦ୍ୟ୍ର ସତ୍ତ୍ୱେ ସେହି ପରିବାରଟି ଧର୍ମକୁ ଛାଡ଼ି ନାହାଁନ୍ତି

ସମକକ୍ଷ : ଅନଟନ, ଦରିଦ୍ରତା, ଦାରିଦ୍ୟ୍ର, ନିଅଣ୍ଟ

अभावग्रस्त होने की अवस्था या भाव।

तंगी के बावज़ूद भी उस परिवार ने सच्चाई का साथ नहीं छोड़ा।
अभावग्रस्तता, कड़की, क़िल्लत, किल्लत, तंगी

A state occasioned by scarcity of money and a shortage of credit.

stringency, tightness