ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗରିବ କିମ୍ବା ନିର୍ଧନ ହେବାର ଅବସ୍ଥା ବା ଭାବ
ଉଦାହରଣ : ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ ଗରିବର ଅବସ୍ଥା ଏପରି ଯେ ରାତିର ଖୋଲା ଆକାଶର ତାରା ଦେଖିଦେଖି ତାକୁ ଦିନ ବିତାଇବାକୁ ପଡ଼େ
ସମକକ୍ଷ : ଅଭାବ, ଦରିଦ୍ରତା, ଦୈନ୍ୟ, ନିର୍ଦ୍ଧନତା
गरीब या निर्धन होने की अवस्था या भाव।
The state of having little or no money and few or no material possessions.
ଅର୍ଥ : ଅଭାବଗ୍ରସ୍ତ ହେବାର ଅବସ୍ଥା ବା ଭାବ
ଉଦାହରଣ : ଦାରିଦ୍ୟ୍ର ସତ୍ତ୍ୱେ ସେହି ପରିବାରଟି ଧର୍ମକୁ ଛାଡ଼ି ନାହାଁନ୍ତି
ସମକକ୍ଷ : ଅନଟନ, ଅଭାବ, ଦରିଦ୍ରତା, ଦାରିଦ୍ୟ୍ର
अभावग्रस्त होने की अवस्था या भाव।
A state occasioned by scarcity of money and a shortage of credit.
ସଂସ୍ଥାପନ କରନ୍ତୁ