ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳ୍ପ   ବିଶେଷ୍ୟ

ଅର୍ଥ : ଅଳ୍ପ ହେବାର ଅବସ୍ଥା ବା ଭାବ

ଉଦାହରଣ : ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ

ସମକକ୍ଷ : ଅତ୍ୟଳ୍ପ, ଅଭାବ, କମ୍‌

Lack of an adequate quantity or number.

The inadequacy of unemployment benefits.
deficiency, inadequacy, insufficiency

ଅର୍ଥ : ଏକ ଅଳଂକାର

ଉଦାହରଣ : ଅଳ୍ପରେ ଆଧେୟ ଅପେକ୍ଷା ଆଧାରର ଅଳ୍ପତା ପ୍ରଦର୍ଶିତ କରାଯାଇଥାଏ

एक अलंकार।

अल्प में आधेय की अपेक्षा आधार की अल्पता प्रदर्शित की जाती है।
अल्प

ଅଳ୍ପ   ବିଶେଷଣ

ଅର୍ଥ : କମ୍‌ ଅଂଶ ସହିତ ସମ୍ବନ୍ଧିତ ବା କମ୍‌ ଅଂଶର

ଉଦାହରଣ : ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି

ସମକକ୍ଷ : ଅଳ୍ପାଂଶୀୟ, କମ୍‌, କିଛି, ନ୍ୟୁନାଂଶୀୟ, ନ୍ୟୂନ

कम अंश से संबंधित या कम अंश का।

इस क्षेत्र का न्यूनांशीय भाग बाढ़ से घिर गया है।
अल्पक, थोड़ा, न्यून, न्यूनांशीय

ଅର୍ଥ : ବେଶୀର ବିପରୀତ ତଥା ଅଳ୍ପ ଅଳ୍ପ

ଉଦାହରଣ : ସେ ଦୋକାନରୁ ଅଳ୍ପ ଜିନିଷ କିଣିଲା

ସମକକ୍ଷ : କମ୍, କିଛି, ଦି-ଚାରିଟା

थोक का उल्टा या थोड़ा-थोड़ा।

उसने दूकान से फुटकर सामान ख़रीदा।
खुदरा, फुटकर, फुटकल, रिटेल, रीटेल

ଅର୍ଥ : ଯାହା ସଂଖ୍ୟାରେ ଅଳ୍ପ

ଉଦାହରଣ : ମୋ ପାଖରେ ଅଳ୍ପ ଟଙ୍କା ଅଛି

ସମକକ୍ଷ : କମ୍, କିଛି

जो संख्या में कम हो।

मुझे कुछ रुपयों की ज़रूरत है।
कल की पार्टी में इनेगिने लोग आए थे।
इना-गिना, इनागिना, कतिपय, कमतर, कुछ, चंद, चन्द, बहुत कम, हेक

ଅର୍ଥ : ଯାହା ପରିମାଣରେ କମ୍‌

ଉଦାହରଣ : ନିଜର ପରିଶ୍ରମ ବଳରେ ସେ ଅଳ୍ପ ସମୟରେ ଅତ୍ୟଧିକ ଉନ୍ନତି କଲାଣି

ସମକକ୍ଷ : ଅପ୍ରଚୁର, କମ୍‌, କିଛି, ସ୍ୱଳ୍ପ

जो मात्रा में कम हो।

अपनी मेहनत के बल पर उसने कम समय में अत्यधिक उन्नति की है।
अनति, अप्रचुर, अबहु, अभूयिष्ट, अभूरि, अलप, अलीक, अल्प, आंशिक, इखद, ईषत, ईषत्, ईषद, ईषद्, ऊन, कतिपय, कम, कमतर, कुछ, गाध, जरा, ज़रा, तनि, तनिक, तोष, थोड़ा, न्यून, बारीक, बारीक़, मनाक, मनाग, लेश

ଅର୍ଥ : କମ୍‌ ବା ଅଳ୍ପ

ଉଦାହରଣ : ବସନ୍ତ ଋତୁର କଅଁଳିଆ ଶୀତ ସମସ୍ତଙ୍କୁ ଭଲ ଲାଗେ

ସମକକ୍ଷ : କଅଁଳିଆ, ଗୋଲାପି, ହାଲୁକା

कम या थोड़ा।

वसंत ऋतु की गुलाबी ठंड सबको अच्छी लगती है।
गुलाबी, हलका, हल्का