ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲଭ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲଭ୍ୟ   ବିଶେଷ୍ୟ

ଅର୍ଥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ

ଉଦାହରଣ : ଖରାଦିନେ ପାଣି ଅଭାବ ହୁଏ

ସମକକ୍ଷ : ଅଭାବ, ଅସୁଲଭ, କମ୍‌, ଦୁର୍ଲ୍ଲଭ

बहुत कम मात्रा में होने की या दुर्लभ होने की अवस्था या भाव।

गरमी के दिनों में पानी की तंगी होती है।
असुलभता, कमी, क़िल्लत, किल्लत, तंगी, दुर्लभता

The state of needing something that is absent or unavailable.

There is a serious lack of insight into the problem.
Water is the critical deficiency in desert regions.
For want of a nail the shoe was lost.
deficiency, lack, want

ଅଲଭ୍ୟ   ବିଶେଷଣ

ଅର୍ଥ : ଯାହା ପ୍ରାପ୍ତ ହୋଇନାହିଁ

ଉଦାହରଣ : ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ

ସମକକ୍ଷ : ଅପ୍ରାପ୍ତ, ଅଲବ୍ଧ

जो प्राप्त न हुआ हो।

मेहनती व्यक्ति के लिए दुनिया में कुछ भी अप्राप्त नहीं है।
अनवाप्त, अनापन्न, अनाप्त, अप्राप्त, अलब्ध, अलभ्य, अलह

Impossible to achieve.

An unattainable goal.
unachievable, unattainable, undoable, unrealizable

ଅର୍ଥ : ଯାହା ଉପଲବ୍ଧ ନୁହେଁ

ଉଦାହରଣ : ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି

ସମକକ୍ଷ : ଅନୁପଲବ୍ଧ, ଅପ୍ରାପ୍ୟ, ଅମିଳ

जो उपलब्ध न हो।

कभी-कभी बच्चे अनुपलब्ध वस्तु की माँग कर देते हैं।
अनधिगम्य, अनमिलता, अनुपलब्ध, अप्राप्त, अप्राप्य, अमिल, अलभ्य

Not available or accessible or at hand.

Fresh milk was unavailable during the emergency.
His secretary said he was unavailable for comment.
unavailable

ଅର୍ଥ : ଯାହାର ମୂଲ୍ୟ କରିହୁଏ ନୁହେଁ

ଉଦାହରଣ : ମହାପୁରୁଷଙ୍କ ବାଣୀ ଅମୂଲ୍ୟ

ସମକକ୍ଷ : ଅମୂଲ୍ୟ, ମୂଲ୍ୟାତୀତ

जिसका मूल्य न लग सके।

महापुरुषों की वाणी अनमोल होती है।
अनमोल, अमूल्य, अमोल, अमोलक, अलभ्य, निर्मोल, मूल्यातीत

Having incalculable monetary, intellectual, or spiritual worth.

invaluable, priceless

ଅର୍ଥ : ଯାହା ପାଇବା ସହଜ ନୁହେଁ

ଉଦାହରଣ : ଆଜିକାଲି ବଡ଼ ସହରରେ ଶୁଦ୍ଧ ପବନ ପାଇବା ଦୁର୍ଲଭ ହୋଇଗଲାଣି

ସମକକ୍ଷ : ଅପ୍ରାପ୍ୟ, ଅସୁଲଭ, ଦୁର୍ଲଭ, ଦୁଷ୍ପ୍ରାପ୍ୟ

जिसे पाना सहज न हो।

आजकल बड़े शहरों में शुद्ध हवा दुर्लभ हो गयी है।
अप्राप्य, अलभ्य, असुलभ, दुर्लभ, दुष्प्राप्य, नियामत, नेमत