ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସୁଲଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସୁଲଭ   ବିଶେଷ୍ୟ

ଅର୍ଥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ

ଉଦାହରଣ : ଖରାଦିନେ ପାଣି ଅଭାବ ହୁଏ

ସମକକ୍ଷ : ଅଭାବ, ଅଲଭ୍ୟ, କମ୍‌, ଦୁର୍ଲ୍ଲଭ

बहुत कम मात्रा में होने की या दुर्लभ होने की अवस्था या भाव।

गरमी के दिनों में पानी की तंगी होती है।
असुलभता, कमी, क़िल्लत, किल्लत, तंगी, दुर्लभता

The state of needing something that is absent or unavailable.

There is a serious lack of insight into the problem.
Water is the critical deficiency in desert regions.
For want of a nail the shoe was lost.
deficiency, lack, want

ଅସୁଲଭ   ବିଶେଷଣ

ଅର୍ଥ : ଯାହା ପାଇବା ସହଜ ନୁହେଁ

ଉଦାହରଣ : ଆଜିକାଲି ବଡ଼ ସହରରେ ଶୁଦ୍ଧ ପବନ ପାଇବା ଦୁର୍ଲଭ ହୋଇଗଲାଣି

ସମକକ୍ଷ : ଅପ୍ରାପ୍ୟ, ଅଲଭ୍ୟ, ଦୁର୍ଲଭ, ଦୁଷ୍ପ୍ରାପ୍ୟ

जिसे पाना सहज न हो।

आजकल बड़े शहरों में शुद्ध हवा दुर्लभ हो गयी है।
अप्राप्य, अलभ्य, असुलभ, दुर्लभ, दुष्प्राप्य, नियामत, नेमत