ଅର୍ଥ : କାଟିକି କମ କରିବା କ୍ରିୟା ବା ଭାବ
ଉଦାହରଣ :
ବିଜୁଳିର ଠିକ୍ ବ୍ୟବହାର କରିବାରୁ ଏଥର ବିଲ୍ କମ୍ ହୋଇଛି
ଅର୍ଥ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
ଉଦାହରଣ :
ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
ସମକକ୍ଷ : ଅଳ୍ପ, ଅଳ୍ପାଂଶୀୟ, କିଛି, ନ୍ୟୁନାଂଶୀୟ, ନ୍ୟୂନ
ଅର୍ଥ : ଯାହାର ଭାଉ ବା ଦାମ୍ କମିଯାଇଛି ବା ଖସିଯାଇଛି
ଉଦାହରଣ :
ବଜାରକୁ ନୂଆନୂଆ ଉତ୍ପାଦିତ ଜିନିଷ ଆସିବା କାରଣରୁ ପ୍ରତ୍ୟେକ ବସ୍ତୁର ମୂଲ୍ୟ ମାନ୍ଦା ହୋଇଯାଇଛି କମ୍ ଦରରେ ଅଧିକ ଜିନିଷ ବିକ୍ରି ହୁଏ
ସମକକ୍ଷ : ମାନ୍ଦା