ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନଟନ   ବିଶେଷ୍ୟ

ଅର୍ଥ : ଅଭାବଗ୍ରସ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ଦାରିଦ୍ୟ୍ର ସତ୍ତ୍ୱେ ସେହି ପରିବାରଟି ଧର୍ମକୁ ଛାଡ଼ି ନାହାଁନ୍ତି

ସମକକ୍ଷ : ଅଭାବ, ଦରିଦ୍ରତା, ଦାରିଦ୍ୟ୍ର, ନିଅଣ୍ଟ

अभावग्रस्त होने की अवस्था या भाव।

तंगी के बावज़ूद भी उस परिवार ने सच्चाई का साथ नहीं छोड़ा।
अभावग्रस्तता, कड़की, क़िल्लत, किल्लत, तंगी

A state occasioned by scarcity of money and a shortage of credit.

stringency, tightness