ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଦକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଦକରିବା   ବିଶେଷ୍ୟ

ଅର୍ଥ : ରୋକିବାର ପ୍ରକ୍ରିୟା

ଉଦାହରଣ : ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ

ସମକକ୍ଷ : ଅଟକାଇବା, ଗତିରୋଧ କରିବା, ରୋକିବା

रोकने की क्रिया।

सैनिक शत्रुओं को सीमा के अंदर प्रवेश करने से रोकने में सफल रहे।
रोकना

The act of stopping something.

The third baseman made some remarkable stops.
His stoppage of the flow resulted in a flood.
stop, stoppage

ବନ୍ଦକରିବା   କ୍ରିୟାପଦ

ଅର୍ଥ : ପ୍ରଥା ଆଦିର ଅନ୍ତ କରିବା

ଉଦାହରଣ : ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ

ସମକକ୍ଷ : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା

प्रथा आदि का अंत करना।

हमें हमारे समाज से दहेज प्रथा उठाना है।
उठाना, दूर करना, बंद करना, समाप्त करना, हटाना

Put an end to.

Lift a ban.
Raise a siege.
lift, raise

ଅର୍ଥ : ରୋକିବା ବା ବାଧାଦେବା

ଉଦାହରଣ : ଡକାୟତମାନେ ମାର୍ଗ ଅବରୋଧ କଲେ

ସମକକ୍ଷ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା

Stop from happening or developing.

Block his election.
Halt the process.
block, halt, kibosh, stop

ଅର୍ଥ : ବିଣ୍ଡା ଲଗାଇବା

ଉଦାହରଣ : ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ

ସମକକ୍ଷ : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା

डाट लगाना।

बोतल का मुँह बंद करने के लिए कागज अड़ा दो।
अड़ाना, अराना

Fill or close tightly with or as if with a plug.

Plug the hole.
Stop up the leak.
plug, secure, stop up