ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
ଉଦାହରଣ : ଆଖୁ ହାତୀର ଅତି ପ୍ରିୟ
ସମକକ୍ଷ : କୁଞ୍ଜର, ଗଜ, ନାଗ, ମାତଙ୍ଗ, ହସ୍ତୀ
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
Five-toed pachyderm.
ଅର୍ଥ : ଅଣ୍ଡିରା ହାତୀ
ଉଦାହରଣ : ଏହି ହାତୀଶାଳରେ ତିନୋଟି ହାତୁଣୀ ଓ ପାଞ୍ଚୋଟି ହାତୀ ଅଛନ୍ତି
ସମକକ୍ଷ : ଅଣ୍ଡିରା ହାତୀ, ହସ୍ତୀ
नर हाथी।
ଅର୍ଥ : ପଶା ଖେଳର ଏକ ଦାନ
ଉଦାହରଣ : ପଶା ଖେଳରେ ହାତୀ ସଦାବେଳେ ସିଧା ଚାଲେ ଓ ସିଧା ମାରେ
शतरंज का एक मोहरा।
(chess) the piece that can move any number of unoccupied squares in a direction parallel to the sides of the chessboard.
ସଂସ୍ଥାପନ କରନ୍ତୁ