ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
ଉଦାହରଣ : ଆଖୁ ହାତୀର ଅତି ପ୍ରିୟ
ସମକକ୍ଷ : ଗଜ, ନାଗ, ମାତଙ୍ଗ, ହସ୍ତୀ, ହାତୀ
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
Five-toed pachyderm.
ଅର୍ଥ : ରାମଙ୍କ ସେନାର ଗୋଟିଏ ବାନର
ଉଦାହରଣ : ପୁରାଣମାନଙ୍କରେ କୁଞ୍ଜରଙ୍କ ବର୍ଣ୍ଣନା ମିଳେ
राम की सेना का एक वानर।
An imaginary being of myth or fable.
ସଂସ୍ଥାପନ କରନ୍ତୁ