ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
ଉଦାହରଣ : ଆଖୁ ହାତୀର ଅତି ପ୍ରିୟ
ସମକକ୍ଷ : କୁଞ୍ଜର, ଗଜ, ନାଗ, ହସ୍ତୀ, ହାତୀ
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
Five-toed pachyderm.
ଅର୍ଥ : ଗୋଟିଏ ନାଗ
ଉଦାହରଣ : ମାତଙ୍ଗର ବର୍ଣ୍ଣନା ପୁରାଣରେ ମିଳେ
एक नाग।
An imaginary being of myth or fable.
ଅର୍ଥ : ଜଣେ ପୌରାଣିକ ଋଷି
ଉଦାହରଣ : ମାତଙ୍ଗ ଋଷି ଶବରୀଙ୍କର ଗୁରୁ ଥିଲେ
ସମକକ୍ଷ : ମାତଂଗ, ମାତଂଗ ଋଷି, ମାତଙ୍ଗ ଋଷି
एक पौराणिक ऋषि जिसका जन्म चांडाल के घर हुआ था।
A mentor in spiritual and philosophical topics who is renowned for profound wisdom.