ଅର୍ଥ : ଲମ୍ବାଇ ମାପିବାର ଗୋଟିଏ ମାପ ଯାହା ଲୁଗା ନିମନ୍ତେ ଷୋହଳ ଗିରା ବା ତିନିଫୁଟ ଏବଂ କାଠ ନିମନ୍ତେ ଦୁଇ ଫୁଟ ହୋଇଥାଏ
ଉଦାହରଣ :
ଏହି ଲୁଗା ତିନିଗଜ
ଅର୍ଥ : ଆଖୁର ନିରସ ଭାଗ
ଉଦାହରଣ :
ଗାଈ ଗଜ ଖାଉଛି
ଅର୍ଥ : ଲମ୍ବା ମାପିବାପାଇଁ ଗଜର ମାନକ ରୂପର ଲୁହା ବା କାଠର ଛଡ଼
ଉଦାହରଣ :
ଦୋକାନଦାର ଗଜରେ କପଡ଼ା ମାପୁଛି