ଅର୍ଥ : ଅଣ୍ଡିରା ହାତୀ
ଉଦାହରଣ :
ଏହି ହାତୀଶାଳରେ ତିନୋଟି ହାତୁଣୀ ଓ ପାଞ୍ଚୋଟି ହାତୀ ଅଛନ୍ତି
ସମକକ୍ଷ : ଅଣ୍ଡିରା ହାତୀ, ହାତୀ
ଅର୍ଥ : ଚନ୍ଦ୍ରବଂଶୀରାଜା ସୁହୋତ୍ରଙ୍କ ପୁଅ
ଉଦାହରଣ :
ହସ୍ତୀ ହସ୍ତିନାପୁର ବସାଇ ଥିଲେ
ଅର୍ଥ : ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
ଉଦାହରଣ :
ପୌରାଣିକ କାହାଣୀରେ ହସ୍ତୀଙ୍କ ବର୍ଣ୍ଣନା ମିଳେ